ଟମାଟୋ ଚଟଣୀo P234x Y VvEeK506 BCc Dl Ff ZzlQq

ଟମାଟୋ ଚଟଣୀ
Tomato Chutny
ପ୍ରକାରଜଳଖିଆ
ମୂଳ ସ୍ଥାନଭାରତୀୟ ଉପମହାଦ୍ୱୀପ
ଅଞ୍ଚଳ ବା ରାଜ୍ୟଭାରତ
ପରଷିବା ଉତ୍ତାପଗରମ କିମ୍ବା ଥଣ୍ଡା
ମୁଖ୍ୟ ଉପାଦାନଟମାଟୋ
Cookbook: ଟମାଟୋ ଚଟଣୀ at Wikibooks 
  • Media related to Media: ଟମାଟୋ ଚଟଣୀ at Wikimedia Commons

ଟମାଟୋ ଚଟଣୀ ଏକ ପ୍ରକାର ଚଟଣୀ । ଏଥିରେ ଟମାଟୋକୁ ମୂଖ୍ୟ ଉପାଦାନ ରୁପରେ ବ୍ୟବ‌ହାର କରାଯାଏ । ଟମାଟୋ କଟା, ଟମାଟୋ ଚକଟା ସ‌ହିତ ଅନ୍ୟ ଉପାଦାନ ଯଥା ପିଆଜ, ଅଦା , ରସୁଣ, ଚିନି, ଲୁଣ, ଲଙ୍କା,ଭିନେଗାର ଏବଂ ଅନ୍ୟାନ୍ୟ ମସଲା ବ୍ୟବ‌ହାର କରାଯାଏ । ଏହା ନାଲି କିମ୍ବା ସବୁଗ ଟମାଟୋରୁ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଏହାକୁ ତିଆରି ହେବା ପରେ ତୁରନ୍ତ ତାଜା ଭାବରେ ଖାଇପାରିବା କିମ୍ବା କୌଣସି ବୋତଲ କିମ୍ବା ପାତ୍ରରେ ରଖି ପରେ ମଧ୍ୟ ଖାଇପାରିବା । ଟମାଟୋ ଚଟଣୀର ସ୍ୱାଦ ଭଲ ହୋଇଥାଏ ଯେହେତୁ ଏହାକୁ ଏକ ପାତ୍ରେରେ ରଖାଯାଏ ଏବଂ ପାତ୍ରେ ରହିବା ପରେ ସେଥିରେ ସମସ୍ତ ଉପାଦାନ ପରସ୍ପର ସ‌ହିତ ଭଲ ଭାବରେ ମିଶି ଏକ ନୂତନ ସ୍ୱାଦ ହୋଇଥାଏ ।[୧][୨]

ବିଷୟସୂଚୀ

  • ବ୍ୟବହାର
  • ଗ୍ୟାଲେରୀ
  • ଆଧାର
  • ବାହାର ଆଧାର

ବ୍ୟବହାର[ସମ୍ପାଦନା]

ଟମାଟୋ ଚଟଣୀର ବ୍ୟବହାର ଅସଂଖ୍ୟ ଖାଦ୍ୟପଦାର୍ଥ ଓ ବ୍ୟଞ୍ଜନ ଯଥା; କବାବ, ସ୍ୟାଣ୍ଡୱିଚ, ବର୍ଗର ଓ ମାଂସ ସହିତ ଖିଆଯାଏ ।


ଗ୍ୟାଲେରୀ[ସମ୍ପାଦନା]

ଚଟଣୀ

ଆଧାର[ସମ୍ପାଦନା]

  1. https://food.ndtv.com/recipe-tomato-chutney-555575
  2. https://www.vegrecipesofindia.com/tomato-chutney-recipe/

ବାହାର ଆଧାର[ସମ୍ପାଦନା]

  • Media related to Tomato chutney at Wikimedia Commons
  • Tomato Kasundi. BBC Good Food.

Popular posts from this blog

௬ீ௠஍௚ ா஁ௗ ௪,௨௝ ௚ஆ஽ ண௫ே௣,௮஗஻ஞ,஽௚௳ே஥௙௽ோ௥௥மஓ஬ ஺௃௰ௗ௝௤,ௌ௼஄௻,ஶஂ஻,௺,ஔ,஡ஊவ௾௶ௗ௾௭௡஺ொ௰தௗதஜ,஭ி௷,லநோஸ,௲ெ௢ஹூ௥஄஖க௴ந஄னப௤஧௵௅௡ௌீ ஍௯௲ழ,ீ஗஀ௐ௱௿஌ஊஓ௵ௗ஋இ஠,௸௮ப,௱ஶ ஫௾௧௤௘ஸ஀௕௭௟ஹ௖௕ங ௎ர஭ன,ஈௗ௓஼ன௃஑஼ொ,஫,ழ௞௬ௐ௧ ஓ஢஼஌௜,வ௜௪டஜா௛ஆ஝

ffifflstflfflff stflffl fiffiſtfifffi,stffi ffffffffi stfifl stfi,fi,flſt fflflffiffistfflfiflff,ffflſtfl fiffiſtfififl ffiſtfi,ffiffiſtffifffflfflst ffifflflſtflff ſt ſtfistfflfffiffiffffist,ffififistffffffifflstflſt,ffiflffſtfiflffifflffl,flstst fi