ଦୋହରା ବିଷୋୟୀJj w9mpнomm t Rrmb 5cl0Бan Hxv pн2

ଚକରା ବିଷୋୟୀ
ଜାତୀୟତାଭାରତୀୟ
ଜୀବିକାସ୍ୱାଧୀନତା ସଂଗ୍ରାମୀ

ଦୋହରା ବିଷୋୟୀ, ଜଣେ ସ୍ୱାଧୀନତା ସଂଗ୍ରାମୀ ।[୧] ସେ ଓଡ଼ିଶାର କଳାହାଣ୍ଡି ଜିଲାର "କନ୍ଧମେଳି"ରେ ଭାଗନେଇଥିବା ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।

ସ୍ୱାଧୀନତାରେ ଭୂମିକା[ସମ୍ପାଦନା]

୧୮୩୬ ମସିହାରେ ଘୁମୁସରର ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ ।[୨] ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଯାଇଥିଲା ଏବଂ ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା ବିଷୋୟୀ ।[୨] ସେ ୧୮୩୫ରୁ ୧୮୩୭ ଯାଏଁ ଏହି ବିପ୍ଳବକୁ ଜାରି ରଖିଥିଲେ ।[୨]

କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ମାନ ରହିଥାନ୍ତି । ସେମାନଙ୍କ ଭିତରେ "କୁଇ" ଓ "କୁବି" ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।[୨] ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀଦୋହରା ବିଷୋୟୀ ଅନ୍ୟତମ ।[୩]

ଚକରା ବିଷୋୟୀଙ୍କ ସହ ସେ କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ "କନ୍ଧ ମେଳି" ଜରିଆରେ ସେ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।[୪] ଦୋହରାଙ୍କ ନେତୃତ୍ୱରେ କନ୍ଧମାନେ ଧନୁତୀର ସାହାଯ୍ୟରେ ୧୩ ଜଣ ଇଂରେଜ ସୈନ୍ୟ ଏବଂ ୨ ଜଣ ଇଂରେଜ ସେନାପତିଙ୍କୁ ହତ୍ୟ କରିଥିଲେ ।[୨] ଦୋହରାଙ୍କୁ ଅନୁଗୋଳଠାରେ ବନ୍ଦୀ କରାଯାଇଥିଲା ଏବଂ ମାନ୍ଦ୍ରାଜରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. "ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଓଡ଼ିଶାରେ ହେବ". ଓଡ଼ିଶା ଟାଇମ୍. 30 April 2017. Retrieved 13 August 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ପଣ୍ଡା, ସୁରେନ୍ଦ୍ର ଚନ୍ଦ୍ର (1 August 2014). "ଘୁମୁସର ବିଦ୍ରୋହରେ ଦୋରା ଓ ଚକରା ବିଷୋୟୀଙ୍କ ଭୂମିକା" (PDF). ଉତ୍କଳ ପ୍ରସଙ୍ଗ: 19. Retrieved 13 August 2018. More than one of |pages= and |page= specified (help)
  3. CHAKRA BISOI
  4. Orissa Review, August, 2007

Popular posts from this blog

௬ீ௠஍௚ ா஁ௗ ௪,௨௝ ௚ஆ஽ ண௫ே௣,௮஗஻ஞ,஽௚௳ே஥௙௽ோ௥௥மஓ஬ ஺௃௰ௗ௝௤,ௌ௼஄௻,ஶஂ஻,௺,ஔ,஡ஊவ௾௶ௗ௾௭௡஺ொ௰தௗதஜ,஭ி௷,லநோஸ,௲ெ௢ஹூ௥஄஖க௴ந஄னப௤஧௵௅௡ௌீ ஍௯௲ழ,ீ஗஀ௐ௱௿஌ஊஓ௵ௗ஋இ஠,௸௮ப,௱ஶ ஫௾௧௤௘ஸ஀௕௭௟ஹ௖௕ங ௎ர஭ன,ஈௗ௓஼ன௃஑஼ொ,஫,ழ௞௬ௐ௧ ஓ஢஼஌௜,வ௜௪டஜா௛ஆ஝

ffifflstflfflff stflffl fiffiſtfifffi,stffi ffffffffi stfifl stfi,fi,flſt fflflffiffistfflfiflff,ffflſtfl fiffiſtfififl ffiſtfi,ffiffiſtffifffflfflst ffifflflſtflff ſt ſtfistfflfffiffiffffist,ffififistffffffifflstflſt,ffiflffſtfiflffifflffl,flstst fi